ଆଜି ରାଜ୍ୟରେ 383 କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 24ହଜାର 775
ଆଜି ରାଜ୍ୟରେ ମୋଟ 383 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 24ହଜାର 775 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି |
ଭୁବନେଶ୍ୱର : ଆଜି ରାଜ୍ୟରେ ମୋଟ 383 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 24ହଜାର 775 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି |

Another 383 Covid patients have recovered and are being discharged on 29.12.2020
52 from Sundargarh
— H & FW Dept Odisha (@HFWOdisha) December 29, 2020
36 from Jharsuguda
35 from Khordha
32 from Anugul
26 from Cuttack
25 from Nuapada
24 from Puri
21 from Mayurbhanj
18 from Sambalpur
15 from Bolangir
14 from Baleswar
ସେହିପରି କଳାହାଣ୍ଡିରୁ 7, ଜଗତସିଂପୁରରୁ 6, ନବରଙ୍ଗପୁରରୁ 4, ଦେବଗଡ଼ ଓ ଗଞ୍ଜାମରୁ 3ଜଣ ଲେଖାଏଁ, ଢେଙ୍କାନାଳ, କୋରାପୁଟ ଓ ମାଲକାନାଗିରିରୁ 2ଜଣ ଲେଖାଏଁ, ନୟାଗଡ଼, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 8ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |












Click it and Unblock the Notifications