ଆଜି ରାଜ୍ୟରେ 324 କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ ଆଉ 324 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ରାଜ୍ୟରେ ମୋଟ 3ଲକ୍ଷ 24ହଜାର 392 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି |

ଭୁବନେଶ୍ୱର : ରାଜ୍ୟରେ ପୂର୍ବାପେକ୍ଷା ଅଧିକ ସଂଖ୍ୟରେ କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି | ଆଜି ରାଜ୍ୟରେ ଆଉ 324 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ରାଜ୍ୟରେ ମୋଟ 3ଲକ୍ଷ 24ହଜାର 392 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 34 ଜଣ ସୁସ୍ଥ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 31, ବାଲେଶ୍ୱରରୁ 26, ସମ୍ବଲପୁରରୁ 25, ମୟୁରଭଞ୍ଜ ଓ ପୁରୀରୁ 11 ଜଣ ଲେଖାଏଁ, ଅନୁଗୁଳରୁ 20, ବରଗଡ଼ ଓ କଟକରୁ 17 ଜଣ ଲେଖାଏଁ, ନୂଆପଡ଼ାରୁ 11, ଯାଜପୁର ଓ କେନ୍ଦ୍ରାପଡ଼ାରୁ 10 ଜଣ ଲେଖାଏଁ, ଗଞ୍ଜାମରୁ 8 ଜଣ ସୁସ୍ଥ ହୋଇଛନ୍ତି |

ଏଥିସହିତ ଭଦ୍ରକ, ବଲାଙ୍ଗୀର, ଜଗତସିଂପୁର, ଝାରସୁଗୁଡ଼ା ଓ କେନ୍ଦୁଝରରୁ 7ଜଣ ଲେଖାଏଁ, କଳାହାଣ୍ଡିରୁ 5, ନବରଙ୍ଗପୁରରୁ 4, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡ଼ରୁ 3ଜଣ ଲେଖାଏଁ, ଗଜପତିରୁ 2, ମାଲକାନାଗିରି, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 13ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+