ଆଜି ରାଜ୍ୟରେ 908 କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ 908 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 9ହଜାର 747ରେ ପହଞ୍ଚିଛି |

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 908 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 9ହଜାର 747ରେ ପହଞ୍ଚିଛି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 83 ଜଣ ସୁସ୍ଥ ହୋଇଛନ୍ତି | ସେହିପରି ଅନୁଗୁଳରୁ 65, କଟକରୁ 63, ମୟୁରଭଞ୍ଜରୁ 56, ସୁନ୍ଦରଗଡ଼ରୁ 54, ଝାରସୁଗୁଡ଼ା ଓ ଗେନ୍ଦୁଝରରୁ 51 ଜଣ ଲେଖାଏଁ, ବାଲେଶ୍ୱରରୁ 49, ଯାଜପୁରରୁ 42, ବଲାଙ୍ଗୀରରୁ 40, କେନ୍ଦ୍ରାପଡ଼ାରୁ 39, ଜଗତସିଂପୁର ଓ କଳାହାଣ୍ଡିରୁ 36 ଜଣ ଲେଖାଏଁ, ନୂଆପଡ଼ାରୁ 32, ପୁରୀରୁ 31, ବରଗଡ଼ରୁ 26, ସମ୍ବଲପୁରରୁ 24, ଭଦ୍ରକରୁ 17, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରୁ 12 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |

ଅପରପକ୍ଷରେ ଢେଙ୍କାନାଳ, ଗଞ୍ଜାମ ଏବଂ ମାଲକାନାଗିରିରୁ 10 ଜଣ ଲେଖାଏଁ, ସୋନପୁରରୁ 7, ବୌଦ୍ଧରୁ 6, ଗଜପତିରୁ 4, ନୟାଗଡ଼ରୁ 3, ଦେବଗଡ଼ ଓ ରାୟଗଡ଼ାରୁ 2ଜଣ ଲେଖାଏଁ ଏବଂ ରାଜ୍ୟ ପୁଲରୁ 23 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+