ରାଜ୍ୟରୁ ସୁସ୍ଥ ହେଲେ ଆଉ 371 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 23ହଜାର 749

ଆଜି ରାଜ୍ୟରେ ଆଉ 371ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ରାଜ୍ୟର ମୋଟ ସୁସ୍ତଙ୍କ ସଂଖ୍ୟା 3ଲକ୍ଷ 23ହଜାର 749କୁ ବୃଦ୍ଧି ପାଇଛି |

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି କରେନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ ଆଉ 371ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ରାଜ୍ୟର ମୋଟ ସୁସ୍ତଙ୍କ ସଂଖ୍ୟା 3ଲକ୍ଷ 23ହଜାର 749କୁ ବୃଦ୍ଧି ପାଇଛି |

corona-virus

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟ୍ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 47 ଜଣ ସୁସ୍ତ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 38, ଅନୁଗୁଳରୁ 32, ବଲାଙ୍ଗୀର ଓ କଟକରୁ 28 ଜଣ ଲେଖାଏଁ, ସମ୍ବଲପୁରରୁ 27, କେନ୍ଦୁଝରରୁ 20, ବାଲେଶ୍ୱର,ଯାଜପୁର ଓ ମୟୁରଭଞ୍ଜରୁ 16 ଜଣ ଲେଖାଏଁ, ନୂଆପଡ଼ାରୁ 15, ଜଗତସିଂପୁରରୁ 11 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଏଥିସହିତ କେନ୍ଦ୍ରାପଡ଼ାରୁ 9, ବରଗଡ଼ରୁ 8, ଝାରସୁଗୁଡ଼ାରୁ 7, ଢେଙ୍କାନାଳ ଓ କୋରାପୁଟରୁ 6ଜଣ ଲେଖାଏଁ, ଭଦ୍ରକରୁ 5, ଗଜପତି ଓ ଗଞ୍ଜାମରୁ 4ଜଣ ଲେଖାଏଁ, କଳାହାଣ୍ଡି, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ 3ଜଣ ଲେଖାଏଁ, ମାଲକାନାଗିରି ଓ ସୋନପୁରରୁ 2ଜଣ ଲେଖାଏଁ, ଦେବଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+