ଆଜି ରାଜ୍ୟରେ 728 କରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ 728 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 8ହଜାର 102ରେ ପହଞ୍ଚିଛି |
ଭୁବନେଶ୍ୱର : ଆଜି ରାଜ୍ୟରେ 728 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 8ହଜାର 102ରେ ପହଞ୍ଚିଛି |

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିବାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 103 ଜଣ ସୁସ୍ଥ ହୋଇଛନ୍ତି | ଏଥି ସହିତ ମୟୁରଭଞ୍ଜରୁ 73, ସୁନ୍ଦରଗଡ଼ରୁ 67, ନୂଆପଡ଼ାରୁ 44, କଟକରୁ 42, ବାଲେଶ୍ୱରରୁ 37, ବଲାଙ୍ଗୀରରୁ 32, ଜଗତସିଂପୁର ଓ କେନ୍ଦ୍ରାପଡ଼ାରୁ 30 ଜଣ ଲେଖାଏଁ, ସମ୍ବଲପୁରରୁ 28, କେନ୍ଦୁଝରରୁ 25, ଅନୁଗୁଳରୁ 24, ବରଗଡ଼ରୁ 21, ଯାଜପୁର ଓ କଳାହାଣ୍ଡିରୁ 14 ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ 13 ଜଣ ଲେଖାଏଁ, ଭଦ୍ରକରୁ 11 ଜଣ ସୁସ୍ଥ ହୋଇଛନ୍ତି |
Another 728 Covid patients have recovered and are being discharged on 25.11.2020
103 from Khordha
— H & FW Dept Odisha (@HFWOdisha) November 25, 2020
73 from Mayurbhanj
67 from Sundargarh
44 from Nuapada
42 from Cuttack
37 from Baleswar
32 from Bolangir
30 from Jagatsinghpur
30 from Kendrapara
28 from Sambalpur
26 from State Pool
ସେହିଭଳି ଦେବଗଡ଼ ଓ ମାଲକାନାଗିରି ଏବଂ ନବରଙ୍ଗପୁରରୁ 10 ଜଣ ଲେଖାଏଁ, ଗଞ୍ଜାମରୁ 9 ଜଣ, ନୟାଗଡ଼ ଓ ସୋନପୁରରୁ 7 ଜଣ ଲେଖାଏଁ, କନ୍ଧମାଳରୁ 5, ରାୟଗଡ଼ାରୁ 3ଜଣ, କୋରାପୁଟରୁ 2, ବୌଦ୍ଧ ଜିଲ୍ଲାରୁ ଜଣେ ଏବଂ ରାଜ୍ୟ ପୁଲରୁ 26 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications