ଆଜି ରାଜ୍ୟରେ ସୁସ୍ଥ ହେଲେ 324 କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ ଆଉ 324 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 972ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |ଆଜି ରାଜ୍ୟରେ ଆଉ 324 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 9
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 324 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 972ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

Another 324 Covid patients have recovered and are being discharged on 24.12.2020
66 from Sundargarh
— H & FW Dept Odisha (@HFWOdisha) December 24, 2020
36 from Anugul
30 from Khordha
20 from Cuttack
19 from Puri
17 from Nuapada
14 from Baleswar
14 from Sambalpur
13 from Mayurbhanj
11 from Kendrapara
10 from Bargarh
ସେହିପରି କଳାହାଣ୍ଡିରୁ 9ଜଣ, ବଲାଙ୍ଗୀରରୁ 7, ଝାରସୁଗୁଡ଼ାରୁ 6, ଢେଙ୍କାନାଳରୁ 5, ଗଞ୍ଜାମ, କେନ୍ଦୁଝର, ମାଲକାନାଗିରି ଓ ନୟାଗଡ଼ରୁ 3ଜଣ ଲେଖାଏଁ, ଦେବଗଡ଼ରୁ 2, ଭଦ୍ରକ, କୋରାପୁଟ, ରାୟଗଡ଼ା, ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 8ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |












Click it and Unblock the Notifications