ରାଜ୍ୟରେ ସୁସ୍ଥ ହେଲେ 648 କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ 648 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 7 ହଜାର 374 ହୋଇଛି |
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 648 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 7 ହଜାର 374 ହୋଇଛି |

Another 648 Covid patients have recovered and are being discharged on 24.11.2020
76 from Khordha
— H & FW Dept Odisha (@HFWOdisha) November 24, 2020
51 from Anugul
48 from Kalahandi
40 from Cuttack
35 from Sundargarh
34 from Bolangir
34 from Puri
32 from Jagatsinghpur
31 from Bargarh
29 from Baleswar
25 from Keonjhar
ଢେଙ୍କାନାଳରୁ 23, ନୂଆପଡ଼ା ଓ ସମ୍ବଲପୁରରୁ 20 ଜଣ ଲେଖାଏଁ, ରାୟଗଡ଼ାରୁ 18, ନବରଙ୍ଗପୁରରୁ 13, ବୌଦ୍ଧରୁ 12, ମାଲକାନାଗିରିରୁ 10, ଝାରସୁଗୁଡ଼ାରୁ 9, ଗଞ୍ଜାମରୁ 8, ଭଦ୍ରକରୁ 6, ଯାଜପୁର ଓ କନ୍ଧମାଳରୁ 4 ଜଣ ଲେଖାଏଁ, ଦେବଗଡ଼, ଗଜପତି ଏବଂ ସୋନପୁରରୁ 3ଜଣ ଲେଖାଏଁ, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 7ଜଣ ସୁସ୍ଥ ହୋଇଛନ୍ତି |












Click it and Unblock the Notifications