ରାଜ୍ୟରେ ସୁସ୍ଥ ହେଲେ 905 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3,05,813

ଆଜି ଓଡ଼ିଶାରେ 905 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 5ହଜାର 813ରେ ପହଞ୍ଚିଛି |

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁଙ୍କ ସଂଖ୍ୟା | ଆଜି ଓଡ଼ିଶାରେ 905 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 5ହଜାର 813ରେ ପହଞ୍ଚିଛି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 92ଜଣ ସୁସ୍ଥ ହୋଇଛନ୍ତି | ସେହିପରି କେନ୍ଦୁଝରରୁ 60, କଟକରୁ 59, ମୟୁରଭଞ୍ଜରୁ 49, ଖୋର୍ଦ୍ଧାରୁ 48, ଜଗତସିଂପୁରରୁ 43, ସମ୍ବଲପୁରରୁ 43, କଳାହାଣ୍ଡିରୁ 41, ନୂଆପଡ଼ାରୁ 40, ଅୁନୁଗୁଳ ଓ ଯାଜପୁର, କେନ୍ଦ୍ରାପଡ଼ା, ପୁରୀରୁ 39 ଜଣ ଲେଖାଏଁ, ବୌଦ୍ଧରୁ 32, ବାଲେଶ୍ୱର ଓ ବରଗଡ଼ରୁ 27 ଜଣ ଲେଖାଏଁ

corona-virus

ବଲାଙ୍ଗୀରରୁ 26, ନୟାଗଡ଼ରୁ 22, ଝାରସୁଗୁଡ଼ାରୁ 20, ଗଞ୍ଜାମରୁ 17, ନବରଙ୍ଗପୁରରୁ 14, ମାଲକାନଗିରିରୁ 12, ଢେଙ୍କାନାଳରୁ 11, ଭଦ୍ରକ ଓ କୋରାପୁଟରୁ 10ଜଣ ଲେଖାଏଁ, କନ୍ଧମାଳରୁ 9, ସୋନପୁରରୁ 7, ଦେଓଗଡ଼ ଓ ଗଜପତିରୁ 4ଜଣ ଲେଖାଏଁ, ରାୟଗଡ଼ାରୁ 2 ଏବଂ ରାଜ୍ୟପୁଲରୁ 20ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+