ରାଜ୍ୟରେ ସୁସ୍ଥ ହେଲେ 224 କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ଆଉ 224 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 30 ହଜାର 545ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥି ସହିତ ବଢିବାରେ ଲାଗିଛି କରୋନା ରୋଗରୁ ସୁସ୍ଥ ହୋଇଥିବା ସଂଖ୍ୟା । ଆଜି ରାଜ୍ୟରେ ଆଉ 224 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 30 ହଜାର 545ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 43 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ଅନୁଗୁଳରୁ 28, ଝାରସୁଗୁଡ଼ାରୁ 18, ବରଗଡ଼ରୁ 16, ସମ୍ବଲପୁରରୁ 15, ବାଲେଶ୍ୱର ଓ ଯାଜପୁର ଓ ଖୋର୍ଦ୍ଧାରୁ 14 ଜଣ ଲେଖାଏଁ, କୋରାପୁଟ ଓ ପୁରୀରୁ 10 ଜଣ ଲେଖାଏଁ, ନୂଆପଡ଼ାରୁ 6, ଗଞ୍ଜାମ ଓ କଳାହାଣ୍ଡିରୁ 4ଜଣ ଲେଖାଏଁ, ବଲାଙ୍ଗୀର, ଜଗତସିଂପୁର, କେନ୍ଦୁଝର ଓ ସୋନପୁରରୁ 3ଜଣ ଲେଖାଏଁ, କଟକ, ଦେବଗଡ଼, ଗଜପତି, ମୟୁରଭଞ୍ଜଓ ରାୟଗଡ଼ାରୁ 2ଜଣ ଲେଖାଏଁ, ଭଦ୍ରକ, ମାଲକାନାଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+