ଆଜି ସୁସ୍ଥ ହେଲେ 1101 କରୋନା ଆକ୍ରାନ୍ତ

ଶୁକ୍ରବାର ରାଜ୍ୟରେ ଆଉ 1101 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 3 ହଜାର 897ରେ ପହଞ୍ଚିଛି |

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରେ ଆଉ 1101 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 3 ହଜାର 897ରେ ପହଞ୍ଚିଛି |

corona-virus
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 102 ଜଣ ସୁସ୍ଥ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ 96, କଟକ 89, ଅନୁଗୁଳରୁ 54, ମୟୂରଭଞ୍ଜରୁ 68, ଜଗତସିଂହପୁରରୁ 55, ପୁରୀ ଓ ବରଗଡ଼ରୁ 60ଜଣ ଲେଖାଏଁ, ଯାଜପୁରରୁ 26, କେନ୍ଦ୍ରାପଡ଼ାରୁ 47, ବାଲେଶ୍ୱରରୁ 22, ବଲାଙ୍ଗୀରରୁ 62, କେନ୍ଦୁଝରରୁ 42, ନୂଆପଡ଼ାରୁ 44, ସମ୍ବଲପୁରରୁ 37, କଳାହାଣ୍ଡିରୁ 58, କୋରାପୁଟରୁ 10, ଭଦ୍ରକରୁ 28, ନୟାଗଡ଼ରୁ 14ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି ସୋନପୁର,ନବରଙ୍ଗପୁର ଓ କନ୍ଧମାଳରୁ 11ଜଣ ଲେଖାଏଁ, ଢେଙ୍କାନାଳରୁ 23, ମାଲକାନଗିରି ଓ ଗଜପତିରୁ 6ଜଣ ଲେଖାଏଁ, ଝାରସୁଗୁଡ଼ା ଓ ଗଂଜାମରୁ 13ଜଣ ଲେଖାଏଁ, ବୌଦ୍ଧରୁ 7, ରାୟଗଡ଼ା ଓ ଦେବଗଡ଼ରୁ 4ଜଣ ଲେଖାଏଁ ଓ ରାଜ୍ୟପୁଲରୁ 18 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+