ଆଜି ରାଜ୍ୟରେ 1019 କରୋନା ଆକ୍ରାନ୍ତ ସୁସ୍ଥ
ଗୁରୁବାର ରାଜ୍ୟରେ ଆଉ 1019 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 2 ହଜାର 796ରେ ପହଞ୍ଚିଛି |
ଭୁବନେଶ୍ୱର : ଗୁରୁବାର ରାଜ୍ୟରେ ଆଉ 1019 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 2 ହଜାର 796ରେ ପହଞ୍ଚିଛି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ141, କଟକ 102, ଖୋର୍ଦ୍ଧା ଜିଲ୍ଲାରୁ 95, ଅନୁଗୁଳରୁ 75, ମୟୂରଭଞ୍ଜରୁ 55, ପୁରୀରୁ 29, ଜଗତସିଂହପୁରରୁ 50, ବରଗଡ଼ରୁ 30, ଯାଜପୁରରୁ 21, କେନ୍ଦ୍ରାପଡ଼ାରୁ 59, ବାଲେଶ୍ୱରରୁ 28, , ବଲାଙ୍ଗୀରରକୁ 23, କେନ୍ଦୁଝରରୁ 37, ନୂଆପଡ଼ାରୁ 39, ସମ୍ବଲପୁରରୁ 12, କଳାହାଣ୍ଡିରୁ 22, କୋରାପୁଟରୁ 41, ଭଦ୍ରକରୁ 4, ନୟାଗଡ଼ରୁ 17ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
4 from Malkangiri
3 from Boudh
1 from Gajapati
20 from State PoolThe total recovered cases of Odisha now stand at 302796
— H & FW Dept Odisha (@HFWOdisha) November 19, 2020
ସେହିପରି ସୁବର୍ଣ୍ଣପୁରରୁ 10, ଢେଙ୍କାନାଳରୁ 26, ମାଲକାନଗିରିରୁ 4, ନବରଙ୍ଗପୁରରୁ 24, ଗଂଜାମରୁ 15, କନ୍ଧମାଳରୁ 9, ଝାରସୁଗୁଡ଼ାରୁ 12, ବୌଦ୍ଧରୁ 3, ରାୟଗଡ଼ାରୁ 10, ଦେବଗଡ଼ରୁ 5, ଗଜପତିରୁ 1 ଓ ରାଜ୍ୟପୁଲରୁ 20 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |












Click it and Unblock the Notifications