ଆଜି ରାଜ୍ୟରେ 1303 କରୋନା ଆକ୍ରାନ୍ତ ସୁସ୍ଥ
ଓଡ଼ିଶାରେ ଆଜି ଆଉ 1303 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 1 ହଜାର 777 ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି |
ଭୁବନେଶ୍ୱର : ଓଡ଼ିଶାରେ ଆଜି ଆଉ 1303 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 1 ହଜାର 777 ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି |
Another 1303 Covid patients have recovered and are being discharged on 18.11.2020
108 from Cuttack
— H & FW Dept Odisha (@HFWOdisha) November 18, 2020
103 from Anugul
101 from Mayurbhanj
97 from Sundargarh
96 from Khordha
86 from Jharsuguda
55 from Jagatsinghpur
54 from Baleswar
53 from Kendrapara
50 from Keonjhar
7 from Boudh
4 from Gajapati
3 from Deogarh
2 from Bhadrak
26 from State PoolThe total recovered cases of Odisha now stand at 301777
— H & FW Dept Odisha (@HFWOdisha) November 18, 2020
ରାଜ୍ୟରେ କଟକରୁ ସର୍ବାଧିକ 108 ଜଣ ସୁସ୍ଥ ହୋଇଛନ୍ତି | ସେହିପରି ଅନୁଗୁଳରୁ 103, ମୟୁରଭଞ୍ଜରୁ 101, ଖୋର୍ଦ୍ଧାରୁ 96, ଝାରସୁଗୁଡ଼ାରୁ 86, ଜଗତସିଂହପୁରରୁ 55, ବାଲେଶ୍ୱରରୁ 54, କେନ୍ଦ୍ରାପଡ଼ାରୁ 53, କେନ୍ଦୁଝରରୁ 50, କଳାହାଣ୍ଡିରୁ 47, ବଲାଙ୍ଗୀରରୁ 46, ନୟାଗଡ଼ରୁ 40, କୋରାପୁଟରୁ 38, ବରଗଡ଼ ଓ ନୂଆପଡ଼ାରୁ 37 ଜଣ ଲେଖାଏଁ, ପୁରୀରୁ 34,

ସମ୍ବଲପୁରରୁ 32, ଯାଜପୁରରୁୁ 30, ଗଞ୍ଜାମରୁ 26, ସୋନପୁରରୁ 25, ନବରଙ୍ଗପୁରରୁ 22, ରାୟଗଡ଼ାରୁ 14, ଢେଙ୍କାନାଳରୁ 11, ମାଲକାନଗିରିରୁ 10, କନ୍ଧମାଳରୁ 9, ବୌଦ୍ଧରୁ 7, ଗଜପତିରୁ 4, ଦେବଗଡ଼ରୁ 3, ଭଦ୍ରକରୁ 2 ଓ ରାଜ୍ୟ ପୁଲରୁ 26 ଜଣ ସୁସ୍ଥ ହୋଇଛନ୍ତି |












Click it and Unblock the Notifications