ଆଜି ରାଜ୍ୟରେ ସୁସ୍ଥ ହେଲେ 376 କରୋନା ଆକ୍ରାନ୍ତ ; ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 20 ହଜାର 584

ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 376 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 20 ହଜାର 584ରେ ପହଞ୍ଚିଛି |

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 376 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 20 ହଜାର 584ରେ ପହଞ୍ଚିଛି |

corona-virus
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 50 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ଅନୁଗୁଳରୁ 48, ସୁନ୍ଦରଗଡ଼ରୁ 43, ବାଲେଶ୍ୱର ଓ କଟକରୁ 23ଜଣ ଲେଖାଏଁ, ପୁରୀରୁ 22, ବରଗଡ଼, କଳାହାଣ୍ଡି ଓ ବଲାଙ୍ଗୀରରୁ 19ଜଣ ଲେଖାଏଁ, ମୟୁରଭଞ୍ଜରୁ 18, ସମ୍ବଲପୁରରୁ 14, ନୂଆପଡ଼ାରୁ 11, ଝାରସୁଗୁଡ଼ାରୁ 10ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |


ଏଥି ସହିତ ଗଞ୍ଜାମରୁ 9ଜଣ, ଯାଜପୁରରୁ 8, ଜଗତସିଂପୁରରୁ 7, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ 5ଜଣ ଲେଖାଏଁ, ଢେଙ୍କାନାଳରୁ 3, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରୁ 2ଜଣ ଲେଖାଏଁ, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 10ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+