ରାଜ୍ୟରେ 3 ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା, ଆଜି 1315 ସୁସ୍ଥ

ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ ଛୁଇଁଛି | ମଙ୍ଗଳବାର ରାଜ୍ୟରେ ଆଉ 1315 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 474ରେ ପହଞ୍ଚିଛି |

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ ଛୁଇଁଛି | ମଙ୍ଗଳବାର ରାଜ୍ୟରେ ଆଉ 1315 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 474ରେ ପହଞ୍ଚିଛି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଗର ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ 144 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 143, ସୁନ୍ଦରଗଡ଼ରୁ 116, ମୟୂରଭଞ୍ଜରୁ 87, ପୁରୀରୁ 77, ଜଗତସିଂହପୁରରୁ 74, ବରଗଡ଼ରୁ 62, ଯାଜପୁରରୁ 55, କେନ୍ଦ୍ରାପଡ଼ାରୁ 54, ବାଲେଶ୍ୱରରୁ 53, ଅନୁଗୁଳରୁ 44, ବଲାଙ୍ଗୀର ଓ କେନ୍ଦୁଝରରୁ 42 ଜଣ ଲେଖାଏଁ, ନୂଆପଡ଼ାରୁ 41, ସମ୍ବଲପୁରରୁ 37 ଓ କଳାହାଣ୍ଡିରୁ 35, କୋରାପୁଟରୁ 31, ଭଦ୍ରକ ଓ ନୟାଗଡ଼ରୁ 23 ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି ସୁବର୍ଣ୍ଣପୁରରୁ 19, ଢେଙ୍କାନାଳ ଓ ମାଲକାନଗିରିରୁ 16 ଜଣ ଲେଖାଏଁ, ନବରଙ୍ଗପୁରରୁ 14, ଗଂଜାମରୁ 12, କନ୍ଧମାଳରୁ 9, ଝାରସୁଗୁଡ଼ାରୁ 8, ବୌଦ୍ଧରୁ 5, ରାୟଗଡ଼ାରୁ 3, ଦେବଗଡ଼ରୁ 2, ଗଜପତିରୁ 1 ଓ ରାଜ୍ୟପୁଲରୁ 27 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+