ଆଜି ରାଜ୍ୟରେ 358 କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 20ହଜାର 208
ଆଜି ରାଜ୍ୟରେ 358 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 20ହଜାର 208ରେ ପହଞ୍ଚିଛି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
ଭୁବନେଶ୍ୱର : ଆଜି ରାଜ୍ୟରେ 358 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 20ହଜାର 208ରେ ପହଞ୍ଚିଛି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 43 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ସୁନ୍ଦରଗଡ଼ରୁ 36, ଅନୁଗୁଳରୁ 29, କଟକରୁ 26, ମୟୁରଭଞ୍ଜରୁ 23, ବରଗଡ଼, ଭଦ୍ରକ ଓ ବଲାଙ୍ଗୀରରୁ 19 ଜଣ ଲେଖାଏଁ, ପୁରୀରୁ 18, ନୂଆପଡ଼ାରୁ 16, ବାଲେଶ୍ୱରରୁ 15, କେନ୍ଦୁଝରରୁ 13, ସମ୍ବଲପୁରରୁ 11 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |
Another 358 Covid patients have recovered and are being discharged on 16.12.2020
43 from Khordha
— H & FW Dept Odisha (@HFWOdisha) December 16, 2020
36 from Sundargarh
29 from Anugul
26 from Cuttack
23 from Mayurbhanj
19 from Bargarh
19 from Bhadrak
19 from Bolangir
18 from Puri
16 from Nuapada
15 from Baleswar
13 from Keonjhar
ସେହିପରି ଝାରସୁଗୁଡ଼ାରୁ 9ଜଣ, ଜଗତସିଂପୁରରୁ 8, ଯାଜପୁରରୁ 7, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ 6ଜଣ ଲେଖାଏଁ, ଗଞ୍ଜାମ ଓ ନବରଙ୍ଗପୁରରୁ 5ଜଣ ଲେଖାଏଁ, ମାଲକାନାଗିରି 4, ଦେବଗଡ଼ରୁ 3, ଢେଙ୍କାନାଳ, ଗଜପତି ଓ କୋରାପୁଟରୁ 2ଜଣ ଲେଖାଏଁ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |












Click it and Unblock the Notifications