ଆଜି ସୁସ୍ଥ ହେଲେ 392 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 19ହଜାର 850

ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 392 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 19ହଜାର 850 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 392 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 19ହଜାର 850 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

corona-virus

ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ 71ଜଣ ସୁସ୍ଥ ହୋଇଛନ୍ତି | ଏଥିସହିତ ଖୋର୍ଦ୍ଧା ଜିଲ୍ଲାରୁ 46, ଅନୁଗୁଳରୁ 36, ମୟୁରଭଞ୍ଜରୁ 29, କଳାହାଣ୍ଡିରୁ 27, କଟକରୁ 25, ଝାରସରୁଗୁଡ଼ା ଓ ପୁରୀରୁ 18ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ 12, ନୂଆପଡ଼ା ଓ ସମ୍ବଲପୁରରୁ 11 ଜଣ ଲେଖାଏଁ, ବାଲେଶ୍ୱରରୁ 10ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି ବରଗଡ଼ ଓ ଭଦ୍ରକରୁ 9ଜଣ ଲେଖାଏଁ, ବଲାଙ୍ଗୀର ଓ ଜଗତସିଂପୁରରୁ 6ଜଣ ଲେଖାଏଁ, ଦେବଗଡ଼, ଯାଜପୁର, ମାଲକାନାଗିରି ଓ ନୟାଗଡ଼ରୁ 5ଜଣ ଲେଖାଏଁ, କେନ୍ଦୁଝର ଓ କୋରାପୁଟରୁ 4ଜଣ ଲେଖାଏଁ, ବୌଦ୍ଧ ଓ ଗଞ୍ଜାମ 3ଜଣ ଲେଖାଏଁ, ଢେଙ୍କାନାଳ ଓ ରାୟଗଡ଼ାରୁ 2ଜଣ ଲେଖାଏଁ, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 8ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+