ରାଜ୍ୟରେ ସୁସ୍ଥ ହେଲେ 389 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 19ହଜାର 458

ଆଜି ରାଜ୍ୟରେ ଆଉ 389 ଜଣ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି | ଏହାକୁ ମିଶାଇ ଓଡ଼ିଶାରେ ମୋଟ 3ଲକ୍ଷ 19ହଜାର 458 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 389 ଜଣ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି | ଏହାକୁ ମିଶାଇ ଓଡ଼ିଶାରେ ମୋଟ 3ଲକ୍ଷ 19ହଜାର 458 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 42 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ 39, କଟକରୁ 35, ମୟୁରଭଞ୍ଜରୁ 28, ଅନୁଗୁଳରୁ 24, ବରଗଡ଼ରୁ 21, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝରରୁ 18 ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୂଆପଡ଼ାରୁ 17ଜଣ ଲେଖାଏଁ, ପୁରୀରୁ 14, ସମ୍ବଲପୁରରୁ 12, ଜଗତସିଂପୁରରୁ 11 ଏବଂ ଭଦ୍ରକରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି ବାଲେଶ୍ୱରରୁ 9 ଜଣ, ଯାଜପୁର ଓ ଝାରସୁଗୁଡ଼ାରୁ 7ଜଣ, ଦେବଗଡ଼ ଓ କୋରାପୁଟରୁ 5ଜଣ ଲେଖାଏଁ, ନୟାଗଡ଼ ଓ ରାୟଗଡ଼ାରୁ 4ଜଣ ଲେଖାଏଁ , ଗଞ୍ଜାମରୁ 3, ଢେଙ୍କାନାଳରୁ 2, କନ୍ଧମାଳ, ମାଲକାନାଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲାଖାଏଁ ଏବଂ ରାଜ୍ୟ ପୁଲରୁ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+