For Quick Alerts
Turn On Notification  
For Daily Alerts
Oneindia App Download

ଆଜି ସୁସ୍ଥ ହେଲେ ଆଉ 170 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 28 ହଜାର 622

ଆଜି ରାଜ୍ୟରେ ଆଉ 170 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 28 ହଜାର 622ରେ ପହଞ୍ଚିଛି ।

|

ଭୁବନେଶ୍ୱର : ପ୍ରତିଦିନ ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ 170 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 28 ହଜାର 622ରେ ପହଞ୍ଚିଛି ।

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 30 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।ଏଥିସହିତ ମୟୁରଭଞ୍ଜରୁ 19, ବଲାଙ୍ଗୀରରୁ 15, ଖୋର୍ଦ୍ଧାରୁ 14, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ 10 ଜଣ ଲେଖାଏଁ, ବରଗଡ଼ ଓ ଝାରସୁଗୁଡ଼ାରୁ 9 ଜଣ ଲେଖାଏଁ, ଅନୁଗୁଳ ଓ ଯାଜପୁରରୁ 8ଜଣ ଲେଖାଏଁ, କଟକ ଓ କେନ୍ଦୁଝରରୁ 6 ଜଣ ଲେଖାଏଁ, ଜଗତସିଂପୁରରୁ 5, ଗଞ୍ଜାମରୁ 3, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଓ ସୋନପୁରରୁ 2ଜଣ ଲେଖାଏଁ, କୋରାପୁଟ, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another 170 Covid patients have recovered and are being discharged.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X