• search
For Quick Alerts
Turn On Notification  
For Daily Alerts

ଆଜି ସୁସ୍ଥ ହେଲେ ଆଉ 170 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 28 ହଜାର 622

|

ଭୁବନେଶ୍ୱର : ପ୍ରତିଦିନ ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ 170 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 28 ହଜାର 622ରେ ପହଞ୍ଚିଛି ।

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 30 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।ଏଥିସହିତ ମୟୁରଭଞ୍ଜରୁ 19, ବଲାଙ୍ଗୀରରୁ 15, ଖୋର୍ଦ୍ଧାରୁ 14, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ 10 ଜଣ ଲେଖାଏଁ, ବରଗଡ଼ ଓ ଝାରସୁଗୁଡ଼ାରୁ 9 ଜଣ ଲେଖାଏଁ, ଅନୁଗୁଳ ଓ ଯାଜପୁରରୁ 8ଜଣ ଲେଖାଏଁ, କଟକ ଓ କେନ୍ଦୁଝରରୁ 6 ଜଣ ଲେଖାଏଁ, ଜଗତସିଂପୁରରୁ 5, ଗଞ୍ଜାମରୁ 3, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଓ ସୋନପୁରରୁ 2ଜଣ ଲେଖାଏଁ, କୋରାପୁଟ, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another 170 Covid patients have recovered and are being discharged.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X