ଆଜି ରାଜ୍ୟରେ ସୁସ୍ଥ ହେଲେ 408 କରୋନା ଆକ୍ରାନ୍ତ

ଆଜି 408ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 18ହଜାର 278 ହୋଇଛି |

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି 408ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 18ହଜାର 278 ହୋଇଛି |

corona-virus
ଆଜି ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 36 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହା ସହିତ ମୟୁରଭଞ୍ଜରୁ 3, କଟକରୁ 33, ଅନୁଗୁଳରୁ 32, ପୁରୀରୁ 31, ବରଗଡ଼ରୁ 30, କଳାହାଣ୍ଡିରୁ 28, ବଲାଙ୍ଗୀରରୁ 25, କେନ୍ଦ୍ରାପଡ଼ାରୁ 18, ବାଲେଶ୍ୱରରୁ 17, ସୁନ୍ଦରଗଡ଼ରୁ 16, ଜଗତସିଂପୁର, ନୂଆପଡ଼ା ଓ ସମ୍ବଲପୁରରୁ 14ଜଣ ଲେଖାଏଁ, କେନ୍ଦୁଝରରୁ 10ଜଣ ସୁସ୍ଥ ହୋଇଛନ୍ତି |

ସେହିପରି ଯାଜପୁରରୁ 9ଜଣ, ଗଞ୍ଜାମରୁ 7, ଢେଙ୍କାନାଳ,କୋରାପୁଟ ଓ ଝାରସୁଗୁଡ଼ାରୁ 5ଜଣ ଲେଖାଏଁ, ରାୟଗଡ଼ାରୁ 4ଜଣ, ନବରଙ୍ଗପୁର, ସୋନପୁରରୁ 3ଜଣ ଲେଖାଏଁ, ଦେବଗଡ଼ ଓ ଭଦ୍ରକରୁ 2ଜଣ ଲେଖାଏଁ, ମାଲକାନାଗିରିରୁ ଜଣେ ଏବଂ ରାଜ୍ୟ ପୁଲରୁ 10ଜଣ କରୋାନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+