ରାଜ୍ୟରେ ସୁସ୍ଥ ହେଲେ 301 କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 301 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 25 ହଜାର 733 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି |
ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 301 କରୋନା ଆକ୍ରାନ୍ତ | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 25 ହଜାର 733 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି |

ଆଜି ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ 58 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ଅନୁଗୁଳରୁ 41, ନୂଆପଡ଼ାରୁ 27, ଖୋର୍ଦ୍ଧାରୁ 20, ସମ୍ବଲପୁରରୁ 19, ମୟୁରଭଞ୍ଜରୁ 18, କଟକ ଓ ପୁରୀରୁ 15 ଜଣ ଲେଖାଏଁ, ବଲାଙ୍ଗୀରରୁ 14, କେନ୍ଦ୍ରାପଡ଼ାରୁ 13, ବାଲେଶ୍ୱରରୁ 11 ଜଣ କରୋନଆ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
Another 301 Covid patients have recovered and are being discharged on 01.01.2021
58 from Sundargarh
— H & FW Dept Odisha (@HFWOdisha) January 1, 2021
41 from Anugul
27 from Nuapada
20 from Khordha
19 from Sambalpur
18 from Mayurbhanj
15 from Cuttack
15 from Puri
14 from Bolangir
13 from Kendrapara
11 from Baleswar
ସେହିପରି ଯାଜପୁରରୁ 9, ବରଗଡ଼ରୁ 7, କେନ୍ଦୁଝରରୁ 5, ଗଞ୍ଜାମରୁ 4, ଜଗତସିଂପୁର ଓ ଝାରସୁଗୁଡ଼ାରୁ 3ଜଣ ଲେଖାଏଁ, କଳାହାଣ୍ଡି ଓ ନୟାଗଡ଼ରୁ 2ଜଣ ଲେଖାଏଁ, ଦେବଗଡ଼, ଗଜପତି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 10ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |












Click it and Unblock the Notifications