ଆଜି ରାଜ୍ୟରେ ସୁସ୍ଥ ହେଲେ 1297 କରୋନା ଆକ୍ରାନ୍ତ
ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 99 ହଜାର 159 ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି |
ଭୁବନେଶ୍ୱର : ଓଡ଼ିଶାରେ ଆଜି ଆଉ 1297 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 99 ହଜାର 159 ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି |
Another 1297 Covid patients have recovered and are being discharged on 16.11.2020
142 from Khordha
— H & FW Dept Odisha (@HFWOdisha) November 16, 2020
133 from Mayurbhanj
111 from Cuttack
100 from Baleswar
76 from Anugul
74 from Sundargarh
67 from Jagatsinghpur
62 from Kendrapara
52 from Puri
43 from Bolangir
40 from Bargarh
5 from Sonepur
4 from Deogarh
4 from Rayagada
30 from State PoolThe total recovered cases of Odisha now stand at 299159
— H & FW Dept Odisha (@HFWOdisha) November 16, 2020
ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 142 ଜଣ, ମୟୁରଭଞ୍ଜରୁ 133, କଟକରୁ 111, ବାଲେଶ୍ୱରରୁ 100, ଅନୁଗୁଳରୁ 76, ସୁନ୍ଦରଗଡ଼ରୁ 74, ଜଗତସିଂହପୁରରୁ 67, କେନ୍ଦ୍ରାପଡ଼ାରୁ 62, ପୁରୀରୁ 52, ବଲାଙ୍ଗୀରରୁ 43, ବରଗଡ଼ରୁ 40, କଳାହାଣ୍ଡିରୁ 37, ସମ୍ବଲପୁରରୁ 36, କେନ୍ଦୁଝରରୁ 34, ଭଦ୍ରକ ଓ ନୂଆପଡ଼ାରୁ 32 ଲେଖାଏଁ, ଯାଜପୁର ଓ ନବରଙ୍ଗପୁରରୁ 30 ଲେଖାଏଁ ସୁସ୍ଥ ହୋଇଛନ୍ତି |

ସେହିପରି ଢେଙ୍କାନାଳରୁ 20, କନ୍ଧମାଳ ଓ କୋରାପୁଟରୁ 18 ଲେଖାଏଁ, ନୟାଗଡ଼ରୁ 15, ଗଞ୍ଜାମରୁ ଓ ଝାରସୁଗୁଡ଼ାରୁ 14 ଜଣ ଲେଖାଏଁ, ମାଲକାନଗିରିରୁ, ବୌଦ୍ଧ ଓ ଗଜପତିରୁ 10 ଜଣ ଲେଖାଏଁ, ସୋନପୁରରୁ 5, ଦେବଗଡ଼ ଓ ରାୟଗଡ଼ାରୁ 4ଜଣ ଲେଖାଏଁ ଓ ରାଜ୍ୟ ପୁଲରୁ 30 ଜଣ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications