ଗତ 24 ଘଣ୍ଟାରେ ମଧ୍ୟ 868 କରୋନା ଆକ୍ରାନ୍ତ ଚିହ୍ନଟ, 17 ମୃତ
ଗତ 24 ଘଣ୍ଟାରେ ଓଡ଼ିଶାରେ ମୋଟ 868 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 499 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 369 ଅଛନ୍ତି |
ଭୁବନେଶ୍ୱର : ଗତ 24 ଘଣ୍ଟାରେ ଓଡ଼ିଶାରେ ମୋଟ 868 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 499 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 369 ଅଛନ୍ତି |

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 87, ମୟୁରଭଞ୍ଜରୁ 46, କଟକରୁ 64, କେନ୍ଦ୍ରାପଡ଼ାରୁ 35, ଯାଜପୁରରୁ 31, କଳାହାଣ୍ଡିରୁ 20, କେନ୍ଦୁଝରରୁ 39, ବଲାଙ୍ଗୀରରୁ 34, ଅନୁଗୁଳରୁ 54, ପୁରୀରୁ 28, ସମ୍ବଲପୁର ଓ ବାଲେଶ୍ୱରରୁ 18, ଜଗତସିଂପୁରରୁ 44, କୋରାପୁଟ ଓ ମାଲକାନାଗିରିରୁ 12ଜଣ ଲେଖାଏଁ, ନବରଙ୍ଗପୁରରୁ 14 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 18th November
New Positive Cases: 868
In Quarantine: 499
Local contacts: 369(Details of local contacts will be shared by concerned District Administration)
District Wise Cases:
1. Angul: 54
— I & PR Department, Odisha (@IPR_Odisha) November 19, 2020
2. Balasore: 18
3. Bargarh: 21
4. Bhadrak: 13
5. Balangir: 34
କନ୍ଧମାଳରୁ 6, ଝାରସୁଗୁଡାରୁ 21, ଦେବଗଡରୁ 7, ନୂଆପଡ଼ାରୁ 46, ନୟାଗଡ଼ରୁ 3, ସୋନପୁରରୁ 6, ରାୟଗଡାରୁ 7, ଗଜପତିିରୁ 3, ବୌଦ୍ଧରୁ 1 ଜଣ ଏବଂ ରାଜ୍ୟ ପୁଲରୁ 23 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |
Regret to inform the demise of seventeen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 19, 2020
1.A 58-year-old male of Bhadrak district.
2.A 43-year-old male of Bhubaneswar.
3.A 32-year-old male of Bhubaneswar.
4.A 54-year-old female of Cuttack district.
ଅପରପକ୍ଷରେ ରାଜ୍ୟରେ ଆଜି 17 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 1ହଜାର 777 ହୋଇଛି | ବର୍ତ୍ତମାନ ଓଡ଼ିଶାରେ 8ହଜାର 366 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications