ଗତ 24 ଘଣ୍ଟାରେ ରାଜ୍ୟରେ 902 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, 15 ମୃତ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 902 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 5253 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ 379 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 7ହଜାର 906 ରେ ପହଞ୍ଚିଛି ।
ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 902 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 523 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ 379 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 7ହଜାର 906 ରେ ପହଞ୍ଚିଛି । ରାଜ୍ୟରେ ମୋଟ 2 ଲକ୍ଷ 95 ହଜାର 245 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟ୍ୱିଟ୍ ଅନୁସାରେ ରାଜ୍ୟରେ ଆଉ 15 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି |
Covid-19 Report For 13th November
New Positive Cases : 902
In Quarantine: 523
Local contacts: 379(Details of local contacts will be shared by concerned District Administration)
District Wise Cases:
1. Angul: 50
— I & PR Department, Odisha (@IPR_Odisha) November 14, 2020
2. Balasore: 39
3. Bargarh: 37
4. Bhadrak: 8
5. Balangir: 37
22. Mayurbhanj: 88
23. Nawarangpur: 15
24. Nayagarh: 19
25. Nuapada: 26
26. Puri: 20
27. Rayagada: 6
28. Sambalpur: 43
29. Sonepur: 7
30. Sundargarh: 85
31. State Pool: 13New recoveries: 1504
— I & PR Department, Odisha (@IPR_Odisha) November 14, 2020
Cumulative tested: 5219014
Positive: 307906
Recovered: 295245
Active cases: 11098
ମୟୁରଭଞ୍ଜରୁ ସର୍ବାଧିକ 88, ସୁନ୍ଦରଗଡ଼ରୁ 85, ଖୋର୍ଦ୍ଧା ଜିଲ୍ଲାରେ 68, କଟକରୁ 70, କେନ୍ଦୁଝରରୁ 51,ବଲାଙ୍ଗୀରରୁ 37, ଅନୁଗୁଳରୁ 50, ବାଲେଶ୍ୱରରୁ 39, ନୂଆପଡ଼ାରୁ 26, ଜଗତସିଂପୁରରୁ 42, ବରଗଡରୁ 37, କେନ୍ଦ୍ରାପଡାରୁ 36, ପୁରୀରୁ 20 ଜଣ ଲେଖାଏଁ, ଢେଙ୍କାନାଳରୁ 17, ସମ୍ବଲପୁରରୁ 43, ଯାଜପୁରରୁ 25, କଳାହାଣ୍ଡିରୁ 16,

ଗଞ୍ଜାମରୁ 8, ଭଦ୍ରକରୁ 8, କୋରାପୁଟରୁ 10, ନବରଙ୍ଗପୁରରୁ 15, କନ୍ଧମାଳରୁ 6, ଝାରସୁଗୁଡାରୁ 23, ଦେବଗଡରୁ 2, ନୟାଗଡ଼ରୁ 19, ସୋନପୁରରୁ 7, ରାୟଗଡାରୁ 6, ମାଲକାନାଗିରିରୁ5, ଗଜପତିରୁ 4, ବୌଦ୍ଧରୁ 26 ଜଣ ଏବଂ ରାଜ୍ୟ ପୁଲରୁ 13ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି |












Click it and Unblock the Notifications