Get Updates
Get notified of breaking news, exclusive insights, and must-see stories!

ଚିନ୍ତାରେ ଗ୍ରାହକ ; ସୁନା ଦର ବଢିଲା, ରୂପା ଦର ଅପରିବର୍ତ୍ତିତ

ହୁ ହୁ ହୋଇ ବଢି ଚାଲିଥିବା ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ପ୍ରତି ଦିନ ଦର ବୃଦ୍ଧି ପାଇ ଏବେ ସୁନା ୧ଲକ୍ଷ ୬୦ହଜାର ପାର କରିଲାଣି । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର ୯୩୦ଟଙ୍କା ରହିଥିଲା ।

gold prices

ସେହପିରି ୨୨କ୍ୟାରେଟ୍‌ ସୁନାର ୧୦ଗ୍ରାମ୍‌ ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ଆଜି ୧ଲକ୍ଷ ୪୮ହଜାର ୫୫୦ ଟଙ୍କାରେ ପହଞ୍ଚିଛି ୨୨କ୍ୟାରେଟ ସୁନାର ଦାମ୍‌ । ଗତକାଲି ଏହା ୧ଲକ୍ଷ ୪୮ହଜାର ୪୫୦ଟଙ୍କା ରହିଥିଲା । ଅନ୍ୟପଟେ ରୂପା ଦର ଅପରିବର୍ତ୍ତିତ ରହିଛି । ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା ରହିଛି । ସୁନା ଓ ରୂପା ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+