Get Updates
Get notified of breaking news, exclusive insights, and must-see stories!

ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ, କିପରି ଜାଣିବେ ଆପଣଙ୍କ ରେଜଲ୍ଟ

CHSE

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ପୂର୍ବାହ୍ନ 11 ଟାରେ ପ୍ରକାଶ ପାଇବ ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳାଫଳ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ଏହା ପରେ ଜୁନ ପ୍ରଥମ ସପ୍ତାହରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଚଳିତବର୍ଷ ମୋଟ 3 ଲକ୍ଷ 57 ହଜାର 942 ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ 1 ଲକ୍ଷ 73 ହଜାର 534 ଜଣ ଛାତ୍ର ଥିବା ବେଳେ, ଛାତ୍ରୀଙ୍କ ସଂଖ୍ୟା ରହିଛି 1 ଲକ୍ଷ 84 ହଜାର 408 । କଳାରେ 2 ଲକ୍ଷ 29 ହଜାର 110 ଛାତ୍ରଛାତ୍ରୀ, ବିଜ୍ଞାନରେ 91 ହଜାର 378 ଏବଂ ବାଣିଜ୍ୟରେ 23 ହଜାର 148 ଜଣ ପିଲା ପରୀକ୍ଷା ଦେଇଛନ୍ତି । ଏଥି ପାଇଁ ରାଜ୍ୟରେ ମୋଟ୍ 1145 ଟି ପରୀକ୍ଷା କେନ୍ଦ୍ର ଏବଂ 202 ଟି ହବ୍ କରାଯାଇଥିଲା ।

ଛାତ୍ରଛାତ୍ରୀ ମାନେ orissaresults.nic.in ଏବଂ chseodisha.nic.in ୱେବସାଇଟ୍ ଜରିଆରେ ନିଜର ଫଳାଫଲଳ ଜାଣିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+