Get Updates
Get notified of breaking news, exclusive insights, and must-see stories!

ସୁନା ପୁଅ କୁ 2 କୋଟି, ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ସୁନା ପୁଅ କୁ 2 କୋଟି ଟଙ୍କା । ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ 2 କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କ ପାଇଁ 2 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ ।

pramod bhagat

ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ମିଳିଛି । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ । ଆମରି ଦେଶର ନିତେଶ କୁମାରଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ । ଫାଇନାଲରେ 22-20, 18-21, 21-19 ରେ ଜିତିଛନ୍ତି । 2018 ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣଜିତିଥିଲେ ପ୍ରମୋଦ ।

ଚାଇନାର ହାଙ୍ଗଜୋରେ ଚାଲିଥିବା ଏସୀୟ ପାରା ଗେମ୍ସ 2023 ରେ ପୁରୁଷ SL3 ବର୍ଗରେ ଭାଗବତ ସାଥୀ ଖେଳାଳି ଆମ ଦେଶର ନୀତୀଶ କୁମାରଙ୍କୁ 22-20, 18-21, 21-19 ରେ ପରାସ୍ତ କରିବା ପରେ ଭାରତୀୟ ପାରା-ସଟଲର ପ୍ରମୋଦ ଭାଗବତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+