ଆସନ୍ତା 27 ରେ ସମସ୍ତ ସ୍କୁଲ କଲେଜଡ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆସନ୍ତା 27 ସ୍କୁଲ, କଲେଜ ଛୁଟି । ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି ରହିବ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରାଯାଇଛି । ଏହା ସହ 27 ତାରିଖ ଚତୁର୍ଥ ଶନିବାର ଥିବାରୁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ ।












Click it and Unblock the Notifications