ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା, ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା । ଏହା ପରେ ଶ୍ରୀଜିଉଙ୍କର ହେଉଛି ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ଛିଟା ଲାଗିଥିବାରୁ ଏହି ମହାସ୍ନାନ କରାଯାଉଛି ।

shree mandir

ଫଳରେ ଘଣ୍ଟାଏ କାଳ ଦର୍ଶନ ବନ୍ଦ ରହିବ । ଦର୍ଶନ ବେଳେ ଜଣେ ଭକ୍ତ ପଡି ଆହତ ହୋଇଥିଲେ । ସେଥିରୁ ରକ୍ତ ଛିଟା ପଡ଼ିଥିବା ଅନୁମାନ କରାଯାଉଛି ।
ଆଜି ରବିବାର ଓ କାଲି ବଡଦିନ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡ ଓ ଶ୍ରମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+