ଭୁବନେଶ୍ୱର-ଗୌହାଟି ଉଡ଼ିବ ବିମାନ, ଏହି ଦିନ ଆରମ୍ଭ ହେବ ସେବା
ଭୁବନେଶ୍ୱର: ଭୁବନେଶ୍ୱର-ଗୌହାଟି ଉଡ଼ିବ ବିମାନ । ଅକ୍ଟୋବର 29 ରୁ ଆରମ୍ଭ ହେବ ବିମାନ ସେବା । ଭୁବନେଶ୍ୱରରୁ ଦୈନିକ ଗୌହାଟି ଚଳାଚଳ କରିବ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ ।

ପ୍ରତିଦିନ 1.28 ରେ ଭୁବନେଶ୍ୱର ଛାଡ଼ି 2.55 ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ 3.50 ରେ ଗୌହାଟି ରୁ ବିମାନ ଉଡ଼ାଣ ଭରି ସନ୍ଧ୍ୟା 5.20 ରେ ରେ ଭୁବନେଶ୍ୱର ପହଞ୍ଚିବ ।












Click it and Unblock the Notifications