ରଥଟଣା ବେଳେ ଦଉଡ଼ି ଛିଡ଼ିବା ଘଟଣା, ଆହତ ଭୋଇ ସେବକଙ୍କ ମୃତ୍ୟୁ
ଭୁବନେଶ୍ୱର : ପୁରୀ ରଥଯାତ୍ରାରେ ରଛଟଣା ବେଳେ ତାଳଧ୍ୱଜ ରଥ ଦଉ଼ଡ଼ି ଛିଡ଼ିବା ଘଟଣାରେ ଆହତ ହୋଇଥିବା ଭୋଇ ସେବକଙ୍କ ମୃତ୍ୟୁ ହୋଇଛି । ଆଜି (ଗୁରୁବାର) ସକାଳେ ସେବକ ନକୁଳ ଭୋଇଙ୍କ ମୃତ୍ୟୁ ହୋଇଛି । ରଥଟଣା ସମୟରେ ଅଘଟଣରେ ଆହତ ହୋଇ ସେ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଗତ 28 ତାରିଖ ଦିନ ପୁରୀରେ ବାହୁଡ଼ାଯାତ୍ରା ସମୟରେ ଘଟିଥିଲା ଏହି ଅଘଟଣ । ଭକ୍ତମାନେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଟାଣୁଥିବା ବେଳେ ରଥ ଦଉଡ଼ି ଛିଡ଼ିଯାଇଥିଲା । ଫଳରେ ଅନେକ ଭକ୍ତଙ୍କ ସମେତ ଭୋଇ ସେବକ ନକୁଳ ତଳେ ପଡ଼ିଯାଇଥିଲେ । ଏଥିରେ ଗୁରୁତର ଆହତ ହୋଇଥିଲେ ନକୁଳ । ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେବେଠାରୁ ନକୁଳ ଏମ୍ସର ଆଇସିୟୁରେ ଭର୍ତ୍ତି ଥିଲେ ।
More From
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications