ଟ୍ରେନ୍ ରହଣୀ ଦାବିରେ ଆଜି ବେଲପାହାଡ଼ ବନ୍ଦ

Belpahar

ଝାରସୁଗୁଡ଼ା : ବେଲପାହାଡ ରେଳ ଷ୍ଟେସନରେ 9 ଟି ଟ୍ରେନର ରହଣି ଦାବିରେ ପ୍ରତିବାଦ । ଏହି ଦାବିରେ ଆଜି ବେଲପାହାଡ଼ ବନ୍ଦ ରହିଛି । ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦେଳନ ସକାଳ 7ଟାରୁ ଆରମ୍ଭ ହୋଇଛି ।

ରେଳ ଧରଣା ଉପରେ ବସି ପ୍ରତିବାଦ କରୁଛନ୍ତି ଶହ ଶହ ଲୋକ । ଯାତ୍ରୀବହୀ ଟ୍ରେନ ସମେତ ମାଲବାହୀ ଟ୍ରେନ ଗୁଡିକୁ ମଧ୍ୟ ରୋକାଯାଇଛି । ଏନେଇ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+