Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରେନ୍ ଦୁର୍ଘଟଣା : ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ

କଟକ: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତକଙ୍କ ସଂଖ୍ୟା 292 କୁ ବୃଦ୍ଧି ପାଇଛି । ମୃତକ ହେଲେ ବିହାର ବାସିନ୍ଦା ମନୀଷ କୁମାର । 24 ବର୍ଷୀୟ ମନୀଷ କୁମାର ଆହତସ ହୋଇ 3 ତାରିଖରେ ଏସସିବେର ଭର୍ତ୍ତି ହୋଇଥିଲେ । ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ।

bahanaga death

ତାଙ୍କ ଘର ବିହାରର ଜମୁଇ ଠାରେ । ସେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହନ ପ୍ରାୟ 1.30 ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ଏହାକୁ ମିଶାଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଟ୍ରେନ ଦୁର୍ଘଟଣା ଆହତ ହୋଇଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି । ଏାହ ପରେ ବର୍ତ୍ତମାନ ଏସସିବିରେ ମୋଟ 22 ଜଣ ବାହାନଗା ଟ୍ରେନ ଦୁର୍ଘଟଣା ଟ୍ରାଜେଡି ଆହତ ଚିକିତ୍ସା ହେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+