ଏଏସ୍ଓ ଚୟନ ଅନିୟମିତତା ମାମଲା, ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ଏହା ସହ କୋର୍ଟ ଉଭୟ

ଓଡ଼ିଶା ସଚିବାଳୟରେ 796 ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ 2022 ମସିହା ଅଗଷ୍ଟ 27 ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା । ମୋଟ୍ 1 ଲକ୍ଷ 48 ହଜାର 888 ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।












Click it and Unblock the Notifications