Get Updates
Get notified of breaking news, exclusive insights, and must-see stories!

ଘୁଞ୍ଚିଲା ଏଏସ୍ଓ ଅନିୟମିତତା ମାମଲା ଶୁଣାଣି, ଆସନ୍ତା ସପ୍ତାହରେ ହେବ ଶୁଣାଣି

ଭୁବନେଶ୍ୱର: ଘୁଞ୍ଚିଲା ଏଏସ୍ଓ ଅନିୟମିତତା ମାମଲା ଶୁଣାଣି । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚୟନ ଅନିୟମିତତା ମାମଲାରେ ଆସନ୍ତା ସପ୍ତାହରେ ହେବ ଶୁଣାଣି । ଆସନ୍ତା ସପ୍ତାହରେ ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ହେବା ନେଇ ସୂଚନା ରହିଛି ।

high court

ସୂଚନା ଯୋଗ୍ୟ ଯେ, ଏଏସ୍‌ଓ ପରୀକ୍ଷା ଅନିୟମିତତା ନେଇ ପୂର୍ବରୁ ଅନେକ ମାମଲା ହାଇକୋର୍ଟରେ କରାଯାଇଥିଲା । ପୂର୍ବ ଲିଖିତ ପରୀକ୍ଷାର ମେରିଟ ଲିଷ୍ଟ ଖାରଜ କରି ସାନି ମେରିଟ ଲିଷ୍ଟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୂର୍ବ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ରୁକ୍‌ସାନାରା ବେଗମ୍‌ଙ୍କ ସମେତ ମୋଟ 5 ଜଣ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ପିଟିସନକୁ ନେଇ 22 ତାରିଖରେ ମାମଲା ରୁଜୁ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+