Get Updates
Get notified of breaking news, exclusive insights, and must-see stories!

ବରଗଡ଼ରେ ଆଉ ଏକ ଟ୍ରେନ୍ ଲାଇନଚ୍ୟୁତ

Train derailed

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର କରୁଣ ଚିତ୍ର ଆଖି ଆଗରୁ ଲିଭି ନଥିବା ବେଳେ ଓଡ଼ିଶାରେ ଆଉ ଏକ ଟ୍ରେନ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଅନ୍ୟ ଏକ ଟ୍ରେନ୍ ଲାଇନ ଚ୍ୟୁତ ହୋଇଥିବା ଜଣାପଡ଼ିଛ । ବରଗଡ ଜିଲ୍ଲାରୁ ଏହି ଘଟଣାର ସୂଚନା ମିଳିଛି ।

ଖବର ଅନୁଯାୟୀ, ବରଗଡରେ ଚୂନ ପଥର ପରିବହନ କରୁଥିବା ଏକ ମାଲବାହୀ ଟ୍ରେନର ଡବା ଲାଇନ ଚ୍ୟୁତ ହୋଇଯାଇଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+