ଆଜି ରାଜ୍ୟରେ 737 କରୋନା ଆକ୍ରାନ୍ତ ସୁସ୍ଥ
ଗୁରୁବାର ରାଜ୍ୟରେ 737 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 8ହଜାର 839ରେ ପହଞ୍ଚିଛି |
ଭୁବନେଶ୍ୱର : ଗୁରୁବାର ରାଜ୍ୟରେ 737 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 8ହଜାର 839ରେ ପହଞ୍ଚିଛି |

Another 737 Covid patients have recovered and are being discharged on 26.11.2020
73 from Khordha
— H & FW Dept Odisha (@HFWOdisha) November 26, 2020
70 from Sundargarh
53 from Mayurbhanj
44 from Anugul
40 from Jagatsinghpur
39 from Cuttack
37 from Nabarangpur
36 from Nuapada
33 from Jharsuguda
32 from Keonjhar
32 from Puri
ଭଦ୍ରକ ଓ କଳାହାଣ୍ଡିରୁ 15ଜଣ ଲେଖାଏଁ, ବରଗଡ଼, ଯାଜପୁର ଓ ସମ୍ବଲପୁରରୁ 14 ଜଣ ଲେଖାଏଁ, ବାଲେଶ୍ୱରରୁ 13, କୋରାପୁଟରୁ 11, ମାଲକାନାଗିରିରୁ 9, ରାୟଗଡ଼ା ଓ ସୋନପୁରରୁ 7 ଜଣ ଲେଖାଏଁ, ନୟାଗଡ଼ରୁ, ଦେବଗଡ଼, ଗଜପତି ଏବଂ କନ୍ଧମାଲରୁ 4 ଜଣ ଲେଖାଏଁ, ବୌଦ୍ଧରୁ 2 ଜଣ ଏବଂ ରାଜ୍ୟ ପୁଲରୁ 13 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |












Click it and Unblock the Notifications