ମୃତ୍ୟୁ ପରେ ବି ଅମର ହୋଇଗଲେ ଶୁଭୋଜିତ, ଅଙ୍ଗଦାନ କଲେ 8 ବର୍ଷର କୁନି ବାଳକ

ଜୀବନ ପରୀକ୍ଷାରେ ସିନା ହାରିଗଲେ, ହେଲେ ମୃତ୍ୟୁ ପରେ ବି ଅମର ହୋଇଗଲେ 8 ବର୍ଷର କୁନି ପୁଅ ଶୁଭୋଜିତ୍ । ନିଜ ଜୀବନ ଗଲା ପରେ ବି ଅନ୍ୟ କିଛି ଲୋକଙ୍କ ଦେହରେ ଜୀବିତ ରହିବେ ଏହି କୁନି ପୁଅ । ଆଠ ବର୍ଷର ପୁଅର ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି ପରିବାର ଲୋକେ ।

organ donate 8 years boy

ଖବର ଅନୁଯାୟୀ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ । ଗତ ବୁଧବାର ଦିନ ସ୍କୁଲ୍ ପରୀକ୍ଷା ଦେବା ପାଇଁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଏହା ତାଙ୍କ ଜୀବନ ଶେଷ ପରୀକ୍ଷା । ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲ୍ କର୍ତୃପକ୍ଷ ସୁବୋଜିତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟଲ୍ ନେଇ ଯାଇଥିବାବେଳେ ପରେ ପରିବାର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ଚିକିତ୍ସା ଆରମ୍ଭ କରି ଥିଲେ । ମାତ୍ର ଗୁରୁବାର ଦିନ ଡକ୍ଟର ସୁବୋଜିତଙ୍କୁ ବ୍ରେନ୍‌ ଡେଡ୍‌ ଘୋଷୋଣା କରିଥିଲେ । ଏହା ପରେ ତାଙ୍କ ଶରୀର ଦାନ କରିଛନ୍ତି ପରିବାର ଲୋକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+