ଆଜି 1264 କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ 1264 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 2ଲକ୍ଷ 93ହଜାର 741ରେ ପହଞ୍ଚିଛି |

ଭୁବନେଶ୍ୱର : ଆଜି ରାଜ୍ୟରେ 1264 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 2ଲକ୍ଷ 93ହଜାର 741 ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି |

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 161, ଅନୁଗୁଳ 110, ସୁନ୍ଦରଗଡ଼ରୁ 79, ବାଲେଶ୍ୱର ଏବଂ ବଲାଙ୍ଗୀର ଜିଲ୍ଲାରୁ 76, କଟକ ଏବଂ କେନ୍ଦୁଝରରୁ 74, ମୟୁରଭଞ୍ଜରୁ 65, ନୂଆପଡ଼ାରୁ 61, ଜଗତସିଂପୁରରୁ 59, ବରଗଡରୁ 57, କେନ୍ଦ୍ରାପଡାରୁ 44, ପୁରୀରୁ 43, ଢେଙ୍କାନାଳରୁ 38, ସମ୍ବଲପୁରରୁ 30, ଯାଜପୁରରୁ 28,

corona-virus

କଳାହାଣ୍ଡିରୁ 25, ଗଞ୍ଜାମରୁ 22, ଭଦ୍ରକ ଏବଂ କୋରାପୁଟରୁ 20ଜଣ ଲେଖାଏଁ, ନବରଙ୍ଗପୁରରୁ 18, କନ୍ଧମାଳରୁ 13, ଝାରସୁଗୁଡାରୁ 12, ରାୟଗଡାରୁ 11, ଦେବଗଡ ଏବଂ ନୟାଗଡ଼ରୁ 9ଜଣ ଲେଖାଏଁ, ସୋନପୁରରୁ 8, ମାଲକାନାଗିରିରୁ 6, ଗଜପତିରୁ 3, ବୌଦ୍ଧରୁ 2ଜଣ ଏବଂ ରାଜ୍ୟ ପୁଲରୁ 11ଜଣ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+