Get Updates
Get notified of breaking news, exclusive insights, and must-see stories!

ମମତା ସରକାରଙ୍କୁ ଝଟକା, ‘ଦ କେରଳ ଷ୍ଟୋରୀ' ଉପରୁ ପ୍ରତିବନ୍ଧକ ହଟାଇଲେ ସୁପ୍ରିମ କୋର୍ଟ

the kerala story

'ଦ କେରଳ ଷ୍ଟୋରୀ' ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମମତା ସରକାରଙ୍କୁ ଲାଗିଛି ଝଟକା । ଏହି ଫିଲ୍ମ ଉପରେ ମମତା ସରକାର ଲଗାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି ସୁପ୍ରିମ କୋର୍ଟ ।

ବିବାଦ ମଧ୍ୟରେ ମଧ୍ୟ ନିଜ କାହାଣୀ ପାଇଁ ଫିଲ୍ମ ଜବରଦସ୍ତ ଆୟ କରୁଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟରେ ଏହି ଚଳଚ୍ଚିତ୍ରର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ହେଉଛି ପଶ୍ଚିମବଙ୍ଗ ସରକାର । କିନ୍ତୁ ବର୍ତ୍ତମାନ ସୁପ୍ରିମ କୋର୍ଟ ଏହି ପ୍ରତିବନ୍ଧକ ହଚାଇ ଦେଇଛନ୍ତି ।

ସୂଚନା ଥାଉକି, ରାଜ୍ୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମେ 8 ରେ ଏହି ଚଳଚ୍ଚିତ୍ର ଉପରେ ରାଜ୍ୟରେ ବ୍ୟାନ୍ ଲଗାଇଥିଲେ । ଏହା ପରେ ଚଳଚ୍ଚିତ୍ର ନିର୍ମାତା ମମତା ସରକରାଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ କୋର୍ଟଙ୍କ ନିଷ୍ପତ୍ତି ଦେଇ ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।

ଏହା ବ୍ୟତୀତ ସୁପ୍ରିମକୋର୍ଟ ତାମିଲନାଡୁର ଆଶ୍ୱାସନାକୁ ରେକର୍ଡରେ ନେଇଛନ୍ତି ଯେ ଫିଲ୍ମ 'ଦ କେରଳ ଷ୍ଟୋରୀ' ଉପରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିବନ୍ଧକ ନାହିଁ । ଏଥିସହ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତ୍ୟେକ ସିନେମା ହଲରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ ଏବଂ ଚଳଚ୍ଚିତ୍ର ଦର୍ଶକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+