Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକରେ କଂଗ୍ରେସ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧ, ଉପମୁଖ୍ୟମନ୍ତ୍ରୀ ହେଲେ ଡି.କେ

karnataka cm swearing in ceremony

ବାଙ୍ଗଲୋର : କର୍ଣ୍ଣାଟକରେ ସରକାର ଗଢିଲା କଂଗ୍ରେସ । ବିଧାନସଭା ନିର୍ବାଚନରେ ବିଜୟ ପରେ ଆଜି ରାଜ୍ୟକୁ ମିଳିଲା ନୂଆ ସରକାର । ଆଜିର ଏହି ସମାରୋହରେ ସିଦ୍ଧରମୈୟା ନୂତନ ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ବେଙ୍ଗାଲୁରୁରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଶପଥ ଗ୍ରହଣ ସମାରୋହରେ ଡ ଜି ପରମେଶ୍ୱର, କେ.ଏଚ୍ ମୁନିୟାପ୍ପା, କେଜେ ଜର୍ଜ ଏବଂ ଏମବି ପାଟିଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ମଞ୍ଚରେ ଉପସ୍ଥିତ ରହିଛନ୍ତି । ଏହା ସହିତ ହିମାଚଳପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଛଚିଶଗଡ଼,ବିହାର, ଝାଡଖଣ୍ତର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ବହୁ ବିରୋଧୀ ଦଳର ନେତା ଅଂଶଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+