ଶନିବାର ଉତକ୍ଷେପଣ ହେବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍-01
ଅପରାହ୍ନ 03:02 ସମୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍-01 ଶ୍ରୀହରି କୋଟା ସ୍ଥିତ ସତୀଶ୍ ଧାବନ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ ହେବ |
ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଶନିବାର ଅପରାହ୍ନ 03:02 ସମୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍-01 ଶ୍ରୀହରି କୋଟା ସ୍ଥିତ ସତୀଶ୍ ଧାବନ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରିବ | ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପିଏସଏଲଭି ରକେଟ୍ ଲଞ୍ଚର ସାହାଯ୍ୟରେ ପ୍ରାଥମିକ ଉପଗ୍ରହ ଇଓଏସ୍-01 ସହିତ ଅନ୍ୟ 9ଟି ଅନ୍ତର୍ଜାତୀୟ ଉପଗ୍ରହ ଉତକ୍ଷେପଣ କରାଯିବ | ଏହା କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟଯ ପରିଚାଳନା କ୍ଷେତ୍ରରେ ସହାୟକ ହେବ |
Countdown for the launch of #PSLVC49/#EOS01 mission commenced today at 1302 Hrs (IST) from Satish Dhawan Space Centre (SDSC) SHAR, Sriharikota.
Launch is scheduled tomorrow at 1502 Hrs IST . pic.twitter.com/JQ0nBXHChx
— ISRO (@isro) November 6, 2020
ଏହି ଉପଗ୍ରହର ସଫଳ ଉତକ୍ଷେପଣ ହେଲେ ଇଣ୍ଡିଆନ୍ ସ୍ପେସ୍ ଏଜେନ୍ସି 328ଟି ବିଦେଶୀ ଉପଗ୍ରହ ପଠାଇବାରେ ସଫଳ ହେବ |

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ 01:02 ସମୟରୁ ଏହାର ଅବଗଣନା କାର୍ଯ୍ୟ ହେବା ସହ ଇନ୍ଧନ ଭର୍ତ୍ତି ଆରମ୍ଭ କରାଯାଇଥିଲା |
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications