Gold Rate, 14 April 2025: ଏହି ରାଜ୍ୟରେ କମିଲା ସୁନା ଦର

Gold Rate, 14 April 2025: ସୁନା ଅଳଙ୍କାର ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ପସନ୍ଦ । ବିବାହରେ ସୁନାର ଚାହିଦା ସର୍ବାଧିକ ରହିଥାଏ । ହେଲେ ଆଜିକା ତାରିଖରେ ବଢୁଥିବା Gold Rate ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ତେବେ ଆଜିଠୁ ଅର୍ଥାତ୍ ୧୪ ଏପ୍ରିଲରୁ ବିବାହ ଋତୁ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ସମସ୍ତଙ୍କ ନଜର ବର୍ତ୍ତମାନ ସୁନା ଦର ଉପରେ ।

ଆଜି ଦିଲ୍ଲୀରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବା ପାଇଁ ମିଳିଛି । ୨୪ କ୍ୟାରେଟ୍ ସୁନା ଏବେ ପ୍ରତି ୧୦ ଗ୍ରାମକୁ ୯୫୮୧ ଟଙ୍କା ରହିଛି । ହେଲେ ଗତକାଲି ଏହାର ମୂଲ୍ୟ ୯୫୮୨ ଟଙ୍କା ଥିଲା। ଆଜି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୮୭୮୪ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୭୧୮୭ ଟଙ୍କା ରହିଛି ।

gold rate

ଆଜି ପୁରୀରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୧,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୫,୧୮୪ ଟଙ୍କା ରହିଛି । ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୭,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୭,୭୦୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+