ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 85, 53,657କୁ ବୃଦ୍ଧି
ଦିନକରେ 45 ହଜାର 903 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657କୁ ବୃଦ୍ଧି ହୋଇଛି | ଏଥି ସହିତ ଆଉ 490ଜଣ କୋରାନାଜନିତ ମୃତ୍ୟୁ ହୋଇଛି |
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଦିନକରେ 45 ହଜାର 903 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657କୁ ବୃଦ୍ଧି ହୋଇଛି | ଏଥି ସହିତ ଆଉ 490ଜଣ କୋରାନାଜନିତ ମୃତ୍ୟୁ ହୋଇଛି | ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 26 ହଜାର 611 ରେ ପହଞ୍ଚିଛି |













Click it and Unblock the Notifications