ରାଜ୍ୟରେ ଗତ 24 ଘଣ୍ଟାରେ 1219 କରୋନା ଆକ୍ରାନ୍ତ, 16 ମୃତ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1219 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 708 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 511 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି |
ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1219 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 708 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 511 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 2 ହଜାର 793 ରେ ପହଞ୍ଚିଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି |
Covid-19 Report For 8th November
New Positive Cases: 1219
In Quarantine: 708
Local Contacts: 511(Details of local contacts will be shared by concerned District Administration)
District Wise Cases:
1. Angul: 78
— I & PR Department, Odisha (@IPR_Odisha) November 9, 2020
2. Balasore: 107
3. Bargarh: 39
4. Bhadrak: 22
5. Balangir: 46
22. Mayurbhanj: 83
23. Nawarangpur: 13
24. Nayagarh: 23
25. Nuapada: 31
26. Puri: 34
27. Rayagada: 7
28. Sambalpur: 32
29. Sonepur: 20
30. Sundargarh: 107
31. State Pool: 19New recoveries: 1311
— I & PR Department, Odisha (@IPR_Odisha) November 9, 2020
Cumulative Tested: 4984550
Positive: 302793
Recovered: 288168
Active cases: 13131
ଏଥି ସହିତ ଆଉ 16ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି |
Regret to inform the demise of sixteen #COVID19 positive patients while under treatment in hospitals.
1.A 55-year-old female of Balasore district who was also suffering from Hypertension.
— H & FW Dept Odisha (@HFWOdisha) November 9, 2020
2.A 57-year-old male of Bargarh district.
ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ 107 ଜଣ ଲେଖାଏଁ, କଟକରେ 106, ଖୋର୍ଦ୍ଧା ଜିଲ୍ଲାରେ 92, କେନ୍ଦ୍ରାପଡ଼ାରୁ 50, କେନ୍ଦୁଝରରେ 40, କଳାହାଣ୍ଡିରୁ 38, ଝାରସୁଗୁଡ଼ାରୁ 36, ସମ୍ବଲପୁର ଓ ଯାଜପୁରରୁ 32ଜଣ ଲେଖାଏଁ, ନୂଆପଡ଼ାରୁ 31, ଢେଙ୍କାନାଳରୁ 30, ଭଦ୍ରକରୁ 22, ନବରଙ୍ଗପୁରରୁ 13, କୋରାପୁଟରୁ 28, , ଗଞ୍ଜାମରୁ 15 ଓ ନୟାଗଡ଼ରୁ 23, କନ୍ଧମାଳରୁ 10, ଓ ସୋନପୁରରୁ 20, ମାଲକାନାଗିରିରୁ 5, ରାୟଗଡ଼ାରୁ 7, ଦେବଗଡ଼ ଓ ଗଜପତିରୁ 9ଜଣ ଲେଖାଏଁ ଓ ବୌଦ୍ଧରୁ 6 ଏବଂ ରାଜ୍ୟପୁଲରୁ 19 ଜଣ କରୋନା ଚିହ୍ନଟ ହୋଇଛନ୍ତି |













Click it and Unblock the Notifications