କରୋନାରୁ ସୁସ୍ଥ ହେଲେ ଆଉ 1460 ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ ଆଉ 1460କରୋନା ଆକକ୍ରାନ୍ତ, 15 ମୃତ
ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଆଉ 1460 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଅପରପକ୍ଷରେ 1494 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେଥିମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ 867 ଜଣ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା 627 ରହିଛି | ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 83 ହଜାର 533ରେ ପହଞ୍ଚିଛି |

ଏଥି ସହିତ ଆଉ 15 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି | ବର୍ତ୍ତମାନ 13 ହଜାର 789 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି |
Covid-19 Report For 5th November
New Positive Cases: 1494
In quarantine: 867
Local contacts: 627(Details of local contacts will be shared by concerned District Administration)
District Wise Cases:
1. Angul: 83
— I & PR Department, Odisha (@IPR_Odisha) November 6, 2020
2. Balasore: 102
3. Bargarh: 54
4. Bhadrak: 19
5. Balangir: 79
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ 169, ବାଲେଶ୍ୱରରୁ 110, କଟକରୁ 107, ସୁନ୍ଦରଗଡ଼ରୁ 97, ଜଗତସିଂପୁରରୁ 93, କେନ୍ଦୁଝରରୁ 90, ଅନୁଗୁଳରୁ 84, ବଲାଙ୍ଗୀରରୁ 67, ମଯୁରଭଞ୍ଜରୁ 60, ନୂଆପଡ଼ାରୁ 60 ଏବଂ କେନ୍ଦ୍ରାପଡାରୁ 50 ଜଣ ସୁସ୍ଥ ହୋଇଛନ୍ତି |
Another 1460 Covid patients have recovered and are being discharged on 05.11.2020
169 from Khordha
— H & FW Dept Odisha (@HFWOdisha) November 5, 2020
110 from Baleswar
107 from Cuttack
97 from Sundargarh
93 from Jagatsinghpur
90 from Keonjhar
84 from Anugul
67 from Bolangir
60 from Mayurbhanj
60 from Nuapada
50 from Kendrapara
41 from Dhenkanal
— H & FW Dept Odisha (@HFWOdisha) November 5, 2020
40 from Kalahandi
35 from Nayagarh
33 from Jharsuguda
32 from Bargarh
32 from Puri
29 from Jajapur
28 from Nabarangpur
26 from Ganjam
23 from Sambalpur
22 from Koraput
19 from Kandhamal
15 from Boudh
14 from Bhadrak
13 from Sonepur
11 from Deogarh
ସେହିପରି ଢେଙ୍କାନାଳରୁ 41, କଳାହାଣ୍ଡିରୁ 40, ନୟାଗଡରୁ 35, ଝାରସୁଗୁଡାରୁ 33, ବରଗଡ଼ରୁ 32, ପୁରୀରୁ 32, ଯାଜପୁରରୁ 29, ନବରଙ୍ଗପୁରରୁ 28, ଗଞ୍ଜାମରୁ 26, ସମ୍ବଲପୁରରୁ 23, କେରାପୁଟରୁ 22, କନ୍ଧମାଳରୁ 19, ବୌଦ୍ଧରୁ 15, ଭଦ୍ରକରୁ 14, ସୋନପୁରରୁ 13, ଦେବଗଡ଼ ଓ ମାଲକାନଗିରିରୁ 11 ଜଣ ଲେଖାଏଁ, ଗଜପତିରୁ 10, ରାୟଗଡ଼ାରୁ 8 ଓ ରାଜ୍ୟପୁଲରୁ 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।












Click it and Unblock the Notifications