ଓଡିଶା କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 1434 ଆକ୍ରାନ୍ତ, 15 ମୃତ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1434ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 833 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 601ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 1 ହଜାର 574ରେ ପହଞ୍ଚିଛି | ଏଥି ସହିତ 15ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି |
ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1434ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 833 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 601ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 1 ହଜାର 574ରେ ପହଞ୍ଚିଛି | ଏଥି ସହିତ 15ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି |
Covid-19 Report For 7th November
New Positive Cases: 1434
In Quarantine: 833
Local Contacts: 601(Details of local contacts will be shared by concerned District Administration)
District Wise Cases:
1. Angul: 90
— I & PR Department, Odisha (@IPR_Odisha) November 8, 2020
2. Balasore: 99
3. Bargarh: 65
4. Bhadrak: 31
5. Balangir: 66
Regret to inform the demise of Fifteen Covid positive patients while under treatment in hospitals.
1.A 70-year-old male of Baragarh district.
2.A 34-year-old male of Baragarh district.
3.A 39-year-old male of Balangir district who was also suffering from Hypertension.
— H & FW Dept Odisha (@HFWOdisha) November 8, 2020
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ 144, କଟକରେ 141, ବାଲେଶ୍ୱରରେ 99, ସୁନ୍ଦରଗଡ଼ରେ 98, ଅନୁଗୁଳରେ 90, ମଯୁରଭଞ୍ଜରେ 80, ପୁରୀରୁ 77, ଜଗତସିଂପୁରରେ 68, ବଲାଙ୍ଗୀରରେ 66, ବରଗଡ଼ରେ 65,କେନ୍ଦୁଝରରେ 50, ସମ୍ବଲପୁରରୁ 38, କଳାହାଣ୍ଡି ଓ ନୂଆପଡ଼ାରୁ 35 ଜଣ ଲେଖାଏଁ, ଯାଜପୁରରୁ 33, ଭଦ୍ରକରୁ 31, ନବରଙ୍ଗପୁରରୁ 27, କୋରାପୁଟରୁ 25, ଢେଙ୍କାନାଳ 21, ଗଞ୍ଜାମ ଓ ନୟାଗଡ଼ରୁ 17, କନ୍ଧମାଳ ଓ ସୋନପୁରରୁ 12, ମାଲକାନାଗିରିରୁ 14, ରାୟଗଡ଼ାରୁ 9, ଗଜପତି ଓ ବୌଦ୍ଧରୁ 6 ଜଣ ଲେଖାଏଁ ଏବଂ ରାଜ୍ୟପୁଲରୁ 28 ଜଣ କରୋନା ଚିହ୍ନଟ ହୋଇଛନ୍ତି |

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 49ଲକ୍ଷ 39 ହଜାର 390 କରୋନା ପରୀକ୍ଷା କରାଯାଇଥିବା ବେଳେ 3 ଲକ୍ଷ୍ଷ 1ହଜାର 574ଜଣ କୋରନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି |
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications