ରାଜ୍ୟରେ ସୁସ୍ଥ ହେଲେ ଆଉ 1683 କରୋନା ଆକ୍ରାନ୍ତ
ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 86 ହଜାର 857ରେ ପହଞ୍ଚିଛି | ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ତଥ୍ୟ ଅନୁସାରେ ଗତକାଲି ଓଡ଼ିଶାରେ 1683 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
ଭୁବନେଶ୍ୱର: ରାଜ୍ୟରେ ଗତକାଲି 1683ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 86 ହଜାର 857ରେ ପହଞ୍ଚିଛି |
Another 1683 Covid patients have recovered and are being discharged on 07.11.2020
217 from Khordha
— H & FW Dept Odisha (@HFWOdisha) November 7, 2020
113 from Sundargarh
104 from Cuttack
91 from Boudh
83 from Kalahandi
80 from Mayurbhanj
78 from Baleswar
76 from Nuapada
76 from Puri
64 from Anugul
61 from Koraput
14 from Rayagada
12 from Kandhamal
7 from Deogarh
7 from Gajapati
35 from State PoolThe total recovered cases of Odisha now stand at 286857
— H & FW Dept Odisha (@HFWOdisha) November 7, 2020
ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 217, ସୁନ୍ଦରଗଡ଼ରୁ 113, କଟକରୁ 104, ବୌଦ୍ଧରୁ 91, କଳାହାଣ୍ଡିରୁ 83, ମୟୁରଭଞ୍ଜରୁ 80, ବାଲେଶ୍ୱରରୁ 78, ନୂଆପଡ଼ାରୁ 76, ପୁରୀରୁ 76, ଅନୁଗୁଳରୁ 64, କୋରାପୁଟରୁ 61, କେନ୍ଦୁଝରରୁ 59, ଜଗତସିପୁରରୁ 55, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ 52 ଜଣ ଲେଖାଏଁ, ବଲାଙ୍ଗୀରରୁ 46, ଭଦ୍ରକରୁ 40, ଯାଜପୁର ଓ ନୟାଗଡ଼ରୁ 34 ଜଣ ଲେଖାଏଁ, ମାଲକାନାଗିରିରୁ 33 ଜଣ, ବରଗଡ଼ ଓ ନବରଙ୍ଗପୁରରୁ 32 ଜଣ ଲେଖାଏଁ, ଝାରସୁଗୁଡାରୁ 27, ଗଞ୍ଜାମରୁ 26, ସୋନପୁରରୁ 23, ସମ୍ବଲପୁରରୁ 20, ରାୟଗଡାରୁ 14, କଳାହାଣ୍ଡିରୁ 12, ଦେବଗଡ଼ ଓ ଗଜପତିରୁ 7 ଜଣ ଲେଖାଏଁ ଏବଂ ରାଜ୍ୟପୁଲରୁ 35ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ୱେବସାଇଟ୍ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 140 ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ମୋଟ 1410 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | 11 ହଜାର 820 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications