ଗତ 24 ଘଣ୍ଟାରେ 1520 କରୋନା ରୋଗୀ ସୁସ୍ଥ

ଗତ 24 ଘଣ୍ଟାରେ 1520 କରୋନା ରୋଗୀ ସୁସ୍ଥ, 14 ମୃତ |

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି | ଗତ 24 ଘଣ୍ଟାରେ ରାଜ୍ୟରେ 1520 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 2,82,073 ଜଣ ସୁସ୍ଥ ହୋଇଛନ୍ତି |

corona-virus

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ 1385 ଜଣ କରୋନା ଚିହ୍ନଟ ହୋଇଛନ୍ତି ଏବଂ 14 ଜଣଙ୍କର ମୃତ୍ୟୁ ହୋଇଛି |ରାଜ୍ୟର ମୋଟ କରୋନା ରୋଗୀଙ୍କ ସଂଖ୍ୟା 2,92,274 ହୋଇଥିବା ବେଲେ ମୋଟ 1378 ଜଣଙ୍କର ମୃତ୍ୟୁ ହୋଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+