ଆଜି ରାଜ୍ୟରେ 1271 କରୋନା ସୁସ୍ଥ

ଗତକାଲି ରାଜ୍ୟରେ 1271 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ କରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 96 ହଜାର 516 ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

ଭୁବନେଶ୍ୱର : ରାଜ୍ୟରେ 1271 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ କରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 96 ହଜାର 516 ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

ସର୍ବାଧିକ 139ଜଣ , ଖୋର୍ଦ୍ଧା ଜିଲ୍ଲାରୁ 146, କଟକରୁ 116, ବାଲେଶ୍ୱରରୁ 103, ମୟୁରଭଞ୍ଜରୁ 94, ଅନୁଗୁଳରୁ 66, ଜଗତସିଂପୁରରୁ 58, ବରଗଡରୁ 55, କଳାହାଣ୍ଡିରୁ 50, ନୂଆପଡ଼ାରୁ 46, କେନ୍ଦୁଝରରୁ 45, ବଲାଙ୍ଗୀରରୁ 43, କେନ୍ଦ୍ରାପଡ଼ାରୁ 41, ନବରଙ୍ଗପୁରରୁ 40, ଢେଙ୍କାନାଳରୁ 35,

corona-virus

ନୟାଗଡ଼ରୁ 35, ପୁରୀରୁ 34, ସମ୍ବଲପୁରରୁ 30, ମାଲକାନାଗିରି ସୁନ୍ଦରଗଡ଼ରୁ 25ଜଣ ଲେଖାଏଁ, ଯାଜପୁର ଓ ରାୟଗଡାରୁ 20 ଜଣ ଲେଖାଏଁ, ଭଦ୍ରକରୁ 19, ଝାରସୁଗୁଡାରୁ 18, କୋରାପୁଟ 17, ସୋନପୁରରୁ 16, ଗଞ୍ଜାମରୁ 14, କନ୍ଧମାଳରୁ 13, ଦେବଗଡ଼ରୁ 11, ଗଜପତିରୁ 5, ଏବଂ ରାଜ୍ୟ ପୁଲରୁ 31 ଜଣ ସୁସ୍ଥ ହୋଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+