ବୁଦ୍ଧ ପୂର୍ଣ୍ଣିମା 2023: 'ବୁଦ୍ଧ ଶରଣମ୍ ଗଚ୍ଛାମି ...' ବୁଦ୍ଧପୁର୍ଣ୍ଣିମାରେ ବୁଦ୍ଧଙ୍କୁ କରନ୍ତୁ ପୂଜା, ହେବ ଜ୍ଞାନପ୍ରାପ୍ତି

ବୁଦ୍ଧ ପୂର୍ଣ୍ଣିମା 2023 : ବୁଦ୍ଧ ପୂର୍ଣ୍ଣିମା ବୈଶାଖ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହି ଦିନ ବହୁତ ପବିତ୍ର । ଭଗବାନ ବୁଦ୍ଧ ବୌଦ୍ଧ ଧର୍ମର ମୂଳଦୁଆ ପକାଇଥିଲେ । ତେଣୁ ହିନ୍ଦୁ ଧର୍ମର ଲୋକମାନେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରନ୍ତି । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ ପୂର୍ଣ୍ଣିମା ଦିନ ଜ୍ଞାନ ପ୍ରାପ୍ତ କରିଥିଲେ । ଏଥର ଏହି ଶୁଭ ଦିନ 5 ମେ ରେ ପଡୁଛି । ଏହି ଦିନ ଯିଏ ବୁଦ୍ଧଙ୍କୁ ହୃଦୟରୁ ସ୍ମରଣ କରେ ଏବଂ ତାଙ୍କୁ ପୂଜା କରେ ସେମାନେ ଜ୍ଞାନପ୍ରାପ୍ତି କରନ୍ତି ।
ତେବେ ଆସନ୍ତୁ ଜାଣିବା କେମିତି ଜପ କରି କରିବା ବୁଦ୍ଧ ବନ୍ଦନା
ବୁଦ୍ଧ ବନ୍ଦନା
ନମୋ ତସ୍ୟ ଭଗବତୋ ଅରହତୋ ସମ୍ମା ସମ୍ବୁଦ୍ଧ୍ୟସ୍ୟ ।
ନମୋ ତସ୍ୟ ଭଗବତୋ ଅରହତୋ ସମ୍ମା ସମ୍ବୁଦ୍ଧ୍ୟସ୍ୟ ।
ନମୋ ତସ୍ୟ ଭଗବତୋ ଅରହତୋ ସମ୍ମା ସମ୍ବୁଦ୍ଧ୍ୟସ୍ୟ ।
ତ୍ରିଶରଣ
ବୁଦ୍ଧଂ ଶରଣମ୍ ଗଚ୍ଛାମୀ ।
ଧର୍ମ ଶରଣମ୍ ଗଚ୍ଛାମି ।
ସଂଘଂ ଶରଣମ୍ ଗଚ୍ଛାମି ।
ଦୁତିୟମ୍ପି ଶରଣମ୍ ଗଚ୍ଛାମି ।
ଦୁତିୟମ୍ପି ଧମ୍ମ ଶରଣମ୍ ଗଚ୍ଛାମି ।
ଦୁତିୟମ୍ପି ସଂଘ ଶରଣମ୍ ଗଚ୍ଛାମି ।
ତତିୟମ୍ପି ବୁଦ୍ଧଂ ଶରଣମ୍ ଗଚ୍ଛାମି ।
ତତିୟମ୍ପି ଧମ୍ମ ଶରଣମ୍ ଗଚ୍ଛାମି ।
ତତିୟମ୍ପି ସଂଘଂ ଶରଣମ୍ ଗଚ୍ଛାମି ।
ପଞ୍ଚଶୀଳ
ପାଣାତିପାତା ବେରମଣୀ ଶିକ୍ଷାପଦଂ ସମାଦିୟାମି ।
ଆଦିନ୍ନାଦାନା ବେରମଣୀ ସଶିକ୍ଷାପଦଂ ସମାଦିୟାମି ।
କାମେସୁ ମିଚ୍ଛାଚାରା ବେରମଣୀ ଶିକ୍ଷାପଦଂ ସମାଦିୟାମି ।
ମୁସାୱାଦା ବେରମଣୀ ଶିକ୍ଷାପଦଂ ସମାଦିୟାମି ।
ସୁର-ମେରାୟା-ମଜ୍ଜ-ପାମଦତ୍ତାନା ବେରମଣୀ ଶିକ୍ଷାପଦଂ ସମାଦିୟାମି ।
ଭବନ୍ତୁ ସର୍ବ ମଙ୍ଗଳମ୍ ।।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications